WEBSITE ବିଷୟରେ କିଛି ପଦେ।
https://odiapathshala.blogspot.com ରେ ଆମେ ନିଜ ଭାଷା ଓଡ଼ିଆରେ ଅନେକ ବିଷୟ ଉପରେ ବିଭିନ୍ନ ସୂଚନା, ଲେଖା, ଟିପ୍ସ, ସମୀକ୍ଷା ଏବଂ ପରାମର୍ଶ ଲେଖିବା ଦ୍ୱାରା Visiter ମଧ୍ୟରେ କମ ଦିନରେ ଲୋକପ୍ରିୟ ହୋଇ ପାରିଥିଲା। କିନ୍ତୁ ଦୁଃଖର ବିଷୟ ଏହି ସାଇଟଟି 19/03/2022 ତାରିଖ 18:30 ସମୟରେ ଅଜଣା କାରଣରୁ ବନ୍ଦ କରିଦିଆଗଲା। ଏହି websiteର Owner କିଛି ବର୍ଷ ପୂର୍ବେ Depressionର ଶିକାର ହୋଇଥିଲେ। Depression ରୁ କିଛି ମାତ୍ରାରେ ଭଲ ହେବା ଓ ଅକେଲାପଣରୁ ସମୟ କାଟିବା ପାଇଁ 2020 ମସିହାରେ ନିଜ ଲେଖା ଓ ଅନ୍ୟ ସାଇଟରୁ ଉଦ୍ଧୃତ ଲେଖା ପ୍ରକାଶ କରୁଥିଲେ । INTERNET ରେ ଓଡ଼ିଆ ଭାଷାରେ ଲେଖା ଥିବା ସାଇଟ ଗୁଡିକ ବହୁତ କମ ଅଛି। କେତେକ NEWS PORTALକୁ ଛାଡିଦେଲେ ଓଡ଼ିଆରେ ମୂଲ୍ୟବାନ ଲେଖାଥିବା ଥିବା WEBSITE ନାହିଁ କହିଲେ ଚଳେ ତେଣୁ ଏଥିରେ ଥିବା ମୂଲ୍ୟବାନ CONTENT ସବୁକୁ Back up କରାଯିବ ଓ ନିମ୍ନରେ ଥିବା Website ର ପ୍ରକାଶ କରାଯିବ । ଏଥିରେ ଥିବା Siteର Content ପାଇବା ପାଇଁ Visit କରନ୍ତୁ: https://blog.odiabook.co.in ଆମ ଅନ୍ୟ Website ଗୁଡିକ ହେଲା: Odia Book Pdf Download କରିବା ପାଇଁ : https://www.odiabook.co.in ହିନ୍ଦୀ ପୁସ୍ତକ Download କରିବା ପାଇଁ: https://www.hindibook.in ଅନ୍ୟାନ୍ୟ ଦରକାରୀ WEBSITE ଗୁଡିକ ହେଲା: Sruja...